www.samajalive.in
Friday, December 5, 2025
20.1 C
Bhubaneswar

କାର୍‌ ସୁରକ୍ଷା ମାନ ବଢ଼ାଇଲା ହୋଣ୍ଡା

ନୂଆଦିଲ୍ଲୀ : ହୋଣ୍ଟା କାର୍ସ ଇଣ୍ଡିଆ ଲିମିଟେଡ୍‌ ଏହାର ଏଲିଭେଟ, ସିଟି ଓ ଆମେଜ୍‌ ଭଳି କାରଗୁଡ଼ିକର ବିଭିନ୍ନ ମଡେଲର ସୁରକ୍ଷା ବୈଶିଷ୍ଟ୍ୟରେ ବୃଦ୍ଧି କରିଛି। ଏବେ ଏହା ୬ ଏଆରବ୍ୟାଗ, ୩ ପଏଣ୍ଟ ଜରୁରୀ ଲକିଂ ରିଆକ୍ଟର ସିଟବେଲ୍ଟ, ୫ଟି ଯାକ ସିଟ୍‌ରେ ସିଟବେଲ୍ଟ ଚେତାବନୀ ବ୍ୟବସ୍ଥା ସହିତ ବଜାରରେ ଉପଲବ୍ଧ ହେବ। କମ୍ପାନୀର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତାକଚୟା ସୁମୁରା କହିଛନ୍ତି ଯେ, ଏଚ୍‌ସିଆଇଏଲ୍‌ ୨୦୫୦ ସୁଦ୍ଧା ନିଜ କାରଗୁଡ଼ିକୁ ଶୂନ୍ୟ ଦୁର୍ଘଟଣା ମାନଦଣ୍ଡରେ ପ୍ରସ୍ତୁତ କରିବାକୁ ଯୋଜନା କରିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories