www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ! କେଉଁ ଖାଦ୍ୟ ଖାଇଲେ ମାନସିକ ଚାପରୁ ଦୂରେଇ ରହିବେ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅଧିକ ମାନସିକ ଚାପ ଜନିତ ରୋଗ ଦେଖାଯାଉଛି। ଖାଦ୍ୟପାନୀୟ ପ୍ରତି ଅବହେଳା କାରଣରୁ ଏଭଳିି ସମସ୍ୟା ହୋଇଥାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି। ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ସହ ଖାଦ୍ୟପାନୀୟ ପ୍ରତି ସତର୍କତା ଅବଲମ୍ବନ କରିବା ନିତ୍ୟନ୍ତ ଜରୁରୀ ଅଟେ। ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ମାନସିକ ଚାପ ଦୂର ହେବା ସହ ଶରୀର ସୁସ୍ଥ ରହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ କେଉଁ ଖାଦ୍ୟ ଖାଇଲେ ଶରୀର ପାଇଁ ଲାଭ ଦାୟକ ହେବା ସହ ଏଭଳି ରୋଗ ଆଶଙ୍କା କମ୍‍ ରହିଥାଏ।

ସକାଳ ଜଳଖିଆ – ସକାଳ ଜଳଖିଆରେ ଅଟା, ପାଉଁରୁଟି,ଆଳୁ ଜାତୀୟ ଖାଦ୍ୟ ଖାଇବା ଉଚିତ। ଏଥିରେ ଥିବା କାର୍ବୋହାଇଡ଼୍ରେଟ୍‍ ଶରୀରକୁ ପୋଷକତତ୍ତ୍ୱ ଯୋଗାଇଥାଏ।
ଭୋଜନରେ ଅମୃତଭଣ୍ଡା, କଖାରୁ, ଗାଜର, ବ୍ରୋକୋଲି, କମଳା ଆଦି ଫଳ ଓ ପନିପରିବାରେ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

- Advertisement -


ନିୟମିତ ସନ୍ଧ୍ୟାରେ କିମ୍ବା ରାତିରେ କ୍ଷୀର ପିଇବା ଆବଶ୍ୟକ।


ଫାଷ୍ଟଫୁଡ଼ ଜାତୀୟ ଖାଦ୍ୟ କମ ଖାଇବା ଆବଶ୍ୟକ।
ଏହି ସମସ୍ତ ଖାଦ୍ୟକୁ ନିୟମିତ ଖାଇବା ଦ୍ୱାରା ଏହା ମାନସିକ ଚାପକୁ ନିୟନ୍ତ୍ରଣ କରିଥାଏ।
ଚା’, କଫି ମୃଦୁପାନୀୟ, ଚକୋଲେଟ, କେକ ଆଦି ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ।


ବିଶେଷ କରି ଚା’ ଓ କଫି ଦିନକୁ ୨ରୁ ୪ଥର ପିଇବା ଦ୍ୱାରା ଅଧିକ ମାନସିକ ଚାପ ବଢିଥାଏ।


ମାନସିକ ଚାପ କମିବା ନିହାତି ଆବଶ୍ୟକ କାରଣ ମାନସିକ ଚାପ ଯୋଗୁ ହିଁ ରକ୍ତଚାପ ସମସ୍ୟା ଆରମ୍ଭ ହୋଇଥାଏ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories