www.samajalive.in
Monday, December 15, 2025
15.1 C
Bhubaneswar

ସକାଳ ୯ଟା – ମୁଖ୍ୟ ଖବର

(୧) ମଣିପୁରରେ ହିଂସା – ଦୁଇ ଗୋଷ୍ଠୀ ମଧ୍ୟରେ ଗତ ରାତିରୁ ସୃଷ୍ଟି ହୋଇଛି ହିଂସା
– ପୁଲିସର ଫ୍ଲାଗ ମାର୍ଚ୍ଚ
(୨) ମଣିପୁରରେ ଆଉ ୨ ଜଣ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା ସୂଚନା
– ପୀଡ଼ିତାଙ୍କ ମା’ର ଅଭିଯୋଗ ପରେ ବି ପୁଲିସ ଚୁପ
(୩) ଝାରସୁଗୁଡ଼ା ପଞ୍ଚପଡ଼ା ନିକଟ ଏକ ହୋଟେଲରେ ପୁଲିସ ଚଢ଼ାଉ
– ସେକ୍ସ ରାକେଟରେ ଲିପ୍ତ ୧୪ ଜଣ ଗ୍ରାହକ ଓ ୧୩ ଜଣ ଦେହଜୀବୀଙ୍କୁ ଗିରଫ
(୪) ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଭାରସାମ୍ୟ ହରାଇ ପୋଖରୀ ମଧ୍ୟକୁ ଖସିଲା ଯାତ୍ରୀବାହୀ ବସ୍
– ୧୭ ମୃତ, ୩୫ ଗୁରୁତର
(୫) ଆଜି ସକାଳ ୯ଟାରେ ହୀରାକୁଦର ୫ଟି ଗେଟ୍ ଦେଇ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
– ବାମ ପାର୍ଶ୍ୱର ୩ଟି ଓ ଡାହଣ ପାର୍ଶ୍ୱର ୨ଟି ସ୍ଲୁଇସ ଗେଟ୍ ଦେଇ ନିଷ୍କାସନ ହେବ ୭୫ ହଜାର ଘନଫୁଟ ଜଳ
(୬) ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories