www.samajalive.in
Saturday, December 6, 2025
15.1 C
Bhubaneswar

ହରଭଙ୍ଗା ବ୍ଲକ ପକ୍ଷରୁ ” ହରଘର ତ୍ରିରଙ୍ଗା “କାର୍ଯ୍ୟକ୍ରମ

ହରଭଙ୍ଗା: ଚଳିତ ବର୍ଷ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବ ସାରା ଦେଶ।  ଏହି ଅବସରରେ ଅଗଷ୍ଟ ୧୩ତାରିଖ ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତି ଘରେ ତ୍ରିରଙ୍ଗା ପତାକା ଲଗାଇ ମୋଦିଜୀ ଙ୍କ “ହର ଘର ତ୍ରିରଙ୍ଗା ” କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ କୁହାଯାଇଛି।  ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଶରତ ଚନ୍ଦ୍ର ସେଠି “ହର ଘର ତ୍ରିରଙ୍ଗା “ସେଲ୍ଫି ପଏଣ୍ଟ ରେ ଉପସ୍ଥିତ ରହିଥିବା ବେଳେ ବ୍ଲକ ସ୍ତରୀୟ ସମସ୍ତ କର୍ମଚାରୀ, ମିଶନ ଶକ୍ତି, ସାଧାରଣ ଜନତା ହାତରେ ଜାତୀୟ ପତାକା ଧରି ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ବୀର ମାନଙ୍କୁ ସ୍ମରଣ କରିବା ସହିତ ମୋଦିଜୀ ଙ୍କ ଆହ୍ୱାନ କୁ ପାଳନ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories