ଗୁଟକା ଖାଇ ୩୪ ଟ୍ରାଫିକ ପୁଲିସ ଦଣ୍ଡିତ

0

ଲକ୍ଷ୍ନୌ : କର୍ତ୍ତବ୍ୟ ସମୟରେ ଖୁଟକା ଖାଇବା ଅଭିଯୋଗରେ ଉତ୍ତର ପ୍ରଦେଶର ୩୪ ଟ୍ରାଫିକ ପୁଲିସ ଦଣ୍ଡିତ ହୋଇଛନ୍ତି। ରାମପୁର ଜିଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସପି) ତିନି ଦିନ ତଳେ କରିଥିବା ଏକ ଯାଞ୍ଚ ପ୍ରକ୍ରିୟାରେ ଟ୍ରାଫିକ ପୁଲିସମାନେ ଆଇନର ଉଲ୍ଲଙ୍ଘନ କରିବା ଜଣାପଡିଥିଲା। ଫଳରେ ସେମାନଙ୍କୁ ଜୋରିମାନା ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏସପି କହିଛନ୍ତି ଯେ ସମସ୍ତ ଟ୍ରାଫିକ ପୁଲିସ ନିୟମକୁ କଡାକଡି ପାଳନ କରିବା ଦରକାର ଯଦ୍ଦ୍ୱାରା ସାଧାରଣ ଲୋକ ପ୍ରଭାବିତ ହୋଇପାରିବେ।

Leave A Reply