www.samajalive.in
Monday, December 15, 2025
15.1 C
Bhubaneswar

ବରିଷ୍ଠ ନାଗରିକଙ୍କ ନୂତନଗୃହ ପାଇଁ ଭୂମିପୂଜା

ଗୁରୁଡ଼ିଝାଟିଆ: ଆଠଗଡ଼ ବରିଷ୍ଠ ନାଗରିକ ମଞ୍ଚ ଗୁରୁଡ଼ିଝାଟିଆ ନବେଢ଼ାର ନୂତନ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ତଥା ଭୂମିପୂଜା ଅନୁଷ୍ଠିତ ହୋଇଛି। ଓରନ୍ଦା ରାଧାକୃଷ୍ଣ ଭକ୍ତି ମନ୍ଦିର ମୁଖ୍ୟ ଅସୀତ ମହାରାଜ ଭୂମିପୂଜା କରିଥିଲେ। ନବେଢ଼ା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଅଧିକାରୀ ପଣ୍ଡା, କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ, ସାଧାରଣ ସଂପାଦକ ଶରତ ଚନ୍ଦ୍ର ଖୁଣ୍ଟିଆ, ମାଗୁଣି ଚରଣ ରାଉତ, ଜଗନ୍ନାଥ ଧଳ, ପ୍ରେମାନନ୍ଦ ବେଉରା, ଉଦୟନାଥ ମହାନ୍ତି, କୁମରମଣି ଷଣ୍ଢ, ବିପ୍ରଚରଣ ବେହେରା, ରବିନ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ମଞ୍ଚର ନିଜସ୍ୱ ଗୃହ ନଥିବାରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଭାବରେ ବୈଠକ କରୁଥିଲେ। ଆଗାମୀ ଦିନରେ ଗୃହ ନିର୍ମିତ ହେଲେ ଏହା ଅଶେଷ ଉପକାରରେ ଲାଗିପାରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories