www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ ଗୁପ୍‍ଚୁପ୍‍ର ଗୁମର କଥା

ଷ୍ଟ୍ରିଟ ଫୁଡ କଥା କହିଲେ ପ୍ରଥମେ ଗୁପଚୁପ ନା ମନକୁ ଆସେ, ଯାହାକୁ ଖାଇବା ପୂର୍ବରୁ ପାଟିରେ ପାଣି ଚାଲିଆସେ। ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ନାଁ ରହିଛି। କେଉଁଠି ପାନି ପୁରୀ ତ ଆଉ କେଉଁଠି ଗୁପ୍‍ଚୁପ୍‍ ଓ ଅନ୍ୟ କେଉଁଠି ଗୋଲଗପା କୁହାଯାଏ। ଏହା ଏଭଳି ଏକ ଷ୍ଟ୍ରିଟ ଫୁଡ ଯାହାର ସ୍ୱାଦ ଏକାପରି କିନ୍ତୁ ଭିନ୍ନଭିନ୍ନ ନାମରେ ଜଣାଯାଏ।

କଣ ଆପଣ ଜାଣିଛନ୍ତି କି ପ୍ରଥମେ ଗୁପଚୁପ କେଉଁଠି ତିଆରି ହୋଇଥିଲା ଏବଂ ଏହାର ନାଁ କଣ ଥିଲେ। ଏଇଠି କହି ରଖୁଛୁ ଯେ, ପ୍ରଥମେ ଏହାର ଆରମ୍ଭ ମଗଧ କ୍ଷେତ୍ରରୁ ଆରମ୍ଭ ହୋଇଥିଲା, ଯାହା ବର୍ତ୍ତମାନ ଦକ୍ଷିଣ ବିହାର ନାମରେ ଜାଣାଯାଉଛି। ଦକ୍ଷିଣ ବିହାରରେ ହିଁ ପ୍ରଥମେ ଗୁପ୍‍ଚୁପ୍‍ ଓ ପାଣି ବନେଇବା ଆରମ୍ଭ ହୋଇଥିବା ବେଳେ ଏହାର ନାମ ଥିଲା ଫୁଲ୍‍କି। ପରେ ଏହା ଦେଶ ବିଦେଶକୁ ବ୍ୟାପିଥିଲା।

- Advertisement -

ଏହାକୁ ଆପଣ ହାଇ କ୍ୟାଲରି ଯୁକ୍ତ ଖାଦ୍ୟରେ ନେଇ ପାରିବେ। ଗୋଟିଏ ପ୍ଲେଟରେ ୪-୬ଟି ଗୁପ୍‍ଚୁପ୍‍ ୧୦୦ କ୍ୟାଲରି ଯୁକ୍ତ ହୋଇଥାଏ। ଏହାକୁ ଅଧିକ ପରିମାଣରେ ଖାଇବ ସ୍ୱାସ୍ଥ୍ୟ ପାଇଁ ହିତକାର ନୁହେଁ। ଓଜନ କମ୍‍ କରିବାକୁ ଚାହୁଁଥିଲେ ଗୁପ୍‍ଚୁପ୍‍ ଖାଇବା ଉଚିତ ନୁହେଁ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories