www.samajalive.in
Saturday, December 6, 2025
23.1 C
Bhubaneswar

ଆଶ୍ୱସ୍ତି ସହ ଖୁସି ଖବର; କମିଲା ସୁନା, ଏତିକି ହେଲା ଦାମ୍‌

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ସହ ଖୁସି ଖବର । ୧୨ ଅଗଷ୍ଟ ଅର୍ଥାତ୍‌ ମଙ୍ଗଳବାର ପୁଣି କମିଛି ସୁନା ଦାମ୍‌ ।

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମକୁ ୧,୦୧,୪୦୦ ଟଙ୍କା ରହିଛି । ଗତକାଲି ୧,୦୨,୨୮୦ ଟଙ୍କା ଥିଲା । ଏଥିରେ ୮୮୦ ଟଙ୍କା ହ୍ରାସ ହୋଇଛି ।

- Advertisement -

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୨,୯୫୦ ଟଙ୍କା ରହିଛି । ଗତକାଲି ୯୩,୭୫୦ ଟଙ୍କା ଥିଲା । ଏଥିରେ ୮୦୦ ଟଙ୍କା ହ୍ରାସ ହୋଇଛି ।

୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌କୁ ୭୬,୦୫୦ ଟଙ୍କା ରହିଛି। ଗତକାଲି ୭୬,୭୧୦ ଟଙ୍କା ଥିଲା । ଏଥିରେ ୬୬୦ ଟଙ୍କା ହ୍ରାସ ହୋଇଛି।

ସେହିପରି ରୁପା ଦାମ୍‌ ମଧ୍ୟ କମ୍‌ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୫୦୦ ଟଙ୍କା ରହିଛି । ଗତକାଲି ୧୨,୭୦୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ହ୍ରାସ ହୋଇଛି ।

ଆଉ ୩ ଦିନ ପରେ ଶନି, ରାହୁ ଓ କେତୁଙ୍କ ଓଲଟା ଚଳନ ପୁଣି ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କୁ ମିଳିବ ବଡ ଖୁସି,ହେବ ଧନର ବର୍ଷା..

ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ ; ବାଘ ଗୋଡରେ ରାଖି ବାନ୍ଧିଲେ ମହିଳା

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories