ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ ; ବାଘ ଗୋଡରେ ରାଖି ବାନ୍ଧିଲେ ମହିଳା
ନୂଆଦିଲ୍ଲୀ : ରାଜସ୍ଥାନର ଏକ ଗାଁରୁ ବାଘ ଓ ମନୁଷ୍ୟର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୋସିଆଲ ମିଡିଆରେ ଏହା ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ଲୋକେ କ୍ରୋଧ ପ୍ରକାଶ କରିଛନ୍ତି । ଭିଡିଓରେ ଦେଖିପାରିବେ, ଜଣେ ମହିଳା କ୍ଷେତ କଡରେ ବସି କଲରାପତରିଆ ବାଘକୁ ରାଖି ପିନ୍ଧାଇଛନ୍ତି … Continue reading ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ ; ବାଘ ଗୋଡରେ ରାଖି ବାନ୍ଧିଲେ ମହିଳା
Copy and paste this URL into your WordPress site to embed
Copy and paste this code into your site to embed