www.samajalive.in
Saturday, December 6, 2025
23.1 C
Bhubaneswar

ଆଉ ୩ ଦିନ ପରେ ଶନି, ରାହୁ ଓ କେତୁଙ୍କ ଓଲଟା ଚଳନ ପୁଣି ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କୁ ମିଳିବ ବଡ ଖୁସି,ହେବ ଧନର ବର୍ଷା..

ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଭୁ କୃଷ୍ଣଙ୍କ ଜନ୍ମୋତ୍ସବ ରୂପରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ। ଚଳିତ ବର୍ଷ ୧୫ ଅଗଷ୍ଟ ଶୁକ୍ରବାର ଜନ୍ମାଷ୍ଟମୀ ପର୍ବ ପାଳନ କରାଯିବ । ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ କୃଷ୍ଣଙ୍କ ଜନ୍ମ ମଧ୍ୟ ରାତ୍ରୀରେ ଅଷ୍ଟମୀ ତିଥିରେ ହୋଇଥିଲା । ଏହି ଦିନ ହିଁ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ । ଜ୍ୟୋର୍ତିବିଦ୍‌ଙ୍କ ମତାନୁସାରେ କୃଷ୍ଣ ଜନ୍ମାଷ୍ଟମୀରେ ଚଳିତ ବର୍ଷ ଗ୍ରହଙ୍କ ଜବରଦସ୍ତ ସଂଯୋଗ ହେବାକୁ ଯାଉଛି । ଏହି ଦିନ ଶନି, ରାହୁ ଓ କେତୁ ଓଲଟା ଅବସ୍ଥାରେ ରହିବେ । ବୁଧ ମଧ୍ୟ ସିଧା ଚଳନ କରିବେ ।
ଜନ୍ମାଷ୍ଟମୀରେ ଏହି ୪ ଗ୍ରହଙ୍କ ସ୍ଥିତି ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ହେବା ସହ ଏହା କାରଣରୁ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ବୃଷ- ଏହି ରାଶିଙ୍କୁ ଧନ ପ୍ରାପ୍ତି ହେବାର ସୁଯୋଗ ମିଳିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଅଟକି ଥିବା କାମ ପୂରଣ ହେବ । ଭଗବାନ କୃଷ୍ଣଙ୍କ କୃପାରୁ ଲକ୍ଷ୍ୟ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ ।

- Advertisement -

ସିଂହ- ଏହି ରାଶିଙ୍କୁ ଅତ୍ୟଧିକ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ଉନ୍ନତି ହେବ । ନୂଆ ନୂଆ ସୁଯୋଗ ହେବ । ବଡ ସଫଳତା ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ ।

ତୁଳା- ଏହି ରାଶିଙ୍କୁ ଅତ୍ୟଧିକ ଶୁଭଫଳ ମିଳିବ । ମାମନ-ସମ୍ମାନ ବୃଦ୍ଧି ହେବ । ନୂଆ କାମ ଆରମ୍ଭ କରିବେ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । ଧନ ମିଳିବ ।

ମୀନ- ଶୁଭଫଳ ମିଳିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ମାନସିକ ଦୁଃଶ୍ଚିତା ଦୂର ହେବ।

୬୦ ହଜାରରୁ ବି କମ୍‌; ଜବରଦସ୍ତ ରେଞ୍ଜ, ଲଞ୍ଚ ହେଲା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର..

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories