୬୦ ହଜାରରୁ ବି କମ୍‌; ଜବରଦସ୍ତ ରେଞ୍ଜ, ଲଞ୍ଚ ହେଲା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର..

ନୂଆଦିଲ୍ଲୀ : ଦେଶର ପ୍ରମୁଖ ଇଲୋକ୍ଟ୍ରିକ୍‌ ୨ ଚକିଆ ଯାନ ନିର୍ମାତା କମ୍ପାନୀ ଜେଲୋ ଇଲେକ୍ଟ୍ରିକ୍‌ ନିଜର ଚାହିଦା ବୃଦ୍ଧି ପାଇଁ ନୂଆ ମଡେଲ୍‌ ‘Knight+’ ଲଞ୍ଚ କରିଛି । ଆକର୍ଷୀୟ ଲୁକ୍‌ ଓ ପାୱାରଫୁଲ୍‌ ବ୍ୟାଟେରୀ ସହ ଏହି ସ୍କୁଟରର ଆରମ୍ଭ ଦାମ୍‌ ୫୯,୯୯୦ ଟଙ୍କା (ଏକ୍ସ-ଶୋରୁମ୍‌)ରେ ରହିଛି । ଯାହା ଦେଶର ସବୁଠାରୁ ଶସ୍ତା ସ୍କୁଟର ମଧ୍ୟରୁ ଗୋଟିଏ । ଲୁକ୍‌ ଓ ଡିଜାଇନ୍‌ରେ ଏହା ପୂର୍ବରୁ ଥିବା ‘Knight’ ମଡେଲ୍‌ ଭଳି । … Continue reading ୬୦ ହଜାରରୁ ବି କମ୍‌; ଜବରଦସ୍ତ ରେଞ୍ଜ, ଲଞ୍ଚ ହେଲା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର..