www.samajalive.in
Saturday, December 6, 2025
14.1 C
Bhubaneswar

ସୁନା କିଣିବେ କି ? ଜାଣନ୍ତୁ କେତେ ଶସ୍ତା ହେଲା..

ନୂଆଦିଲ୍ଲୀ : ଯଦି ଆପଣ ସୁନା-ଚାନ୍ଦି କିଣିବାକୁ ଚିନ୍ତା କରୁଛନ୍ତି। ତେବେ ଆପଣଙ୍କ ପାଇଁ ଖୁସି ଖବର। ସୋମବାର ୩ ଜୁନ୍ ୨୦୨୪ରେ ସୁନା-ଚାନ୍ଦି ଦାମ୍ କମିଛି। ଶସ୍ତାରେ ସୁନା କିଣିବା ପାଇଁ ଆପଣଙ୍କୁ ଏବେ ସୁଯୋଗ ଆସିଛି।
ରାଜଧାନୀ ଦିଲ୍ଲୀରେ ୩ ଜୁନ୍ ୨୦୨୪ରେ ୨୨ କ୍ୟାରେଟ୍ ସୁନା ଦାମ୍ ପ୍ରାୟ ୬୬,୬୪୦ ଟଙ୍କା ପ୍ରତି ୧୦ ଗ୍ରାମକୁ। ୨୪ କ୍ୟାରେଟ୍ ସୁନା ଦାମ୍ ପ୍ରାୟ ୭୨,୬୯୦ ଟଙ୍କା ପ୍ରତି ୧୦ ଗ୍ରାମ।

ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..

- Advertisement -

ଏମସିଏକ୍ସରେ ସୋମବାର ସୁନା ଦର ହ୍ରାସ ପାଇଥିବା ଦେଖାଯାଇଛି। ଦିନ ୧ଟା ୪୯ରେ ୦.୪୭% ଅର୍ଥାତ୍ ୩୩୬ ଟଙ୍କା ହ୍ରାସ ହୋଇ ୭୧୫୫୦ ଟଙ୍କା ପ୍ରତି ୧୦ ଗ୍ରାମରେ ରହିଛି।
ଚାନ୍ଦି ଦାମ୍ ମଧ୍ୟ ହ୍ରାସ ହୋଇଛି। ଏମସିଏକ୍ସରେ ଚାନ୍ଦି ୦.୫୭% ଅର୍ଥାତ ୫୧୯ ହ୍ରାସ ହୋଇ ୯୧,୦୫୧ ଟଙ୍କା ପ୍ରତି କିଲୋଗ୍ରାମରେ ରହିଛି।

୭ ବର୍ଷ ପରେ ଏହି ଗ୍ରହ କଲେ ରାଶି ପରିବର୍ତ୍ତନ ; ଜାଣନ୍ତୁ କେଉଁ ରାଶିଙ୍କୁ ମିଳିବ ଧନ, ଚାକିରି,ହେବ ବିବାହ..


ଭୁବନେଶ୍ୱରରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦାମ୍ ୬୬,୧୦୦ ଟଙ୍କା। ଗତକାଲି ଏହା ୬୬,୫୦୦ ଟଙ୍କା ଥିଲା।
୨୪ କ୍ୟାରେଟ୍ ସୁନା ଦାମ୍ ୭୨,୧୧୦ ଟଙ୍କା ୧୦ ଗ୍ରାମ୍ ପ୍ରତି। ଗତକାଲି ଏହା ୭୨,୫୫୦ ଟଙ୍କା।
୧୮ କ୍ୟାରେଟ୍ ସୁନା ଦାମ୍ ୫୪,୦୮୦ ଟଙ୍କା। ଗତକାଲି ଏହା ୫୪,୪୧୦ ଟଙ୍କା ଥିଲା।

ଥରେ ନୁହେଁ ବାର୍ ବାର୍ ଦେଖିବେ କୁକୁର ଓ ମଇଁଷିର ଏହି ଭିଡିଓ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories