www.samajalive.in
Saturday, December 6, 2025
23.1 C
Bhubaneswar

ଥରେ ନୁହେଁ ବାର୍ ବାର୍ ଦେଖିବେ କୁକୁର ଓ ମଇଁଷିର ଏହି ଭିଡିଓ..

ନୂଆଦିଲ୍ଲୀ : ଅନେକ ସମୟରେ ରାସ୍ତାରେ ଯାଉଥିବା ସମୟରେ ଏଭଳି କିଛି ଦେଖିବାକୁ ମିଳିଥାଏ, ଯାହା ଆଖିକୁ ବିଶ୍ୱାସ ହେବ ନାହିଁ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖି ହସି ହସି ଆପଣଙ୍କ ହୋସ୍ ଉଡିଯିବ। ଭିଡିଓଟି ଏକ କୁକୁର ଓ ମଇଁଷିର। କୁକୁର ଓ ମଇଁଷିର ବନ୍ଧୁତା ଦେଖି ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ।


ଭିଡିଓରେ ଦେଖିପାରିବେ, ରାସ୍ତାରେ ୨ଟି ମଇଁଷି ଯାଉଛନ୍ତି। ଗୋଟିଏ ମଇଁଷି ଉପରେ ଏକ କୁକୁର ଠିଆ ହୋଇଛି। ମଇଁଷିଟି କୁକୁରକୁ ସାଙ୍ଗରେ ନେଇ ଯାଉଛି। ଏହି ଭାଇରାଲ ଭିଡିଓକୁ ଦେଖି ଲୋକେ ବେଶ ଖୁସି ହେବା ସହ ନିଜର ମତ ଦେଉଛନ୍ତି।
ଏହି ଭିଡିଓକୁ ଏପର୍ଯ୍ୟନ୍ତ ୫.୨ ମିଲିୟନ ଲୋକେ ଦେଖି ସାରିଛନ୍ତି। ଏହାସହ ୯୯ ହଜାର ଲୋକେ ଲାଇକ୍ କରିଛନ୍ତି। ୨୪ ସେକେଣ୍ଡର ଏହି ଭିଡିଓରେ କୁକୁରଟି ଖୁବ୍ ମଜାରେ ମଇଁଷିଙ୍କ ପିଠିରେ ବୁଲୁଛି।

ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..

- Advertisement -

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories