୭ ବର୍ଷ ପରେ ଏହି ଗ୍ରହ କଲେ ରାଶି ପରିବର୍ତ୍ତନ ; ଜାଣନ୍ତୁ କେଉଁ ରାଶିଙ୍କୁ ମିଳିବ ଧନ, ଚାକିରି,ହେବ ବିବାହ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଯାହାର ପ୍ରଭାବ ମନୁଷ୍ୟ ଜୀବନ ଓ ଦେଶ ଦୁନିଆରେ ପଡିଥାଏ। ଜୁନ୍ ୧ରୁ ୟୁରାନସ୍ ଗ୍ରହ ବୃଷ ରାଶିରେ ପ୍ରବେଶ କରି ସାରିଛନ୍ତି। ୟୁରାନସ୍ ସୂର୍ଯ୍ୟଙ୍କ କକ୍ଷପଥର ଏକ ଗ୍ରହ। ଯେ କି ସୂର୍ଯ୍ୟଙ୍କ ୭ମ କକ୍ଷରେ ତାଙ୍କ ଚାରି ପଟେ ଘୁରୁଥାଏ। ଏହା ୮୪ ବର୍ଷକୁ ଥରେ ସମ୍ପୂର୍ଣ୍ଣ କକ୍ଷ ଘୂରି ଥାଏ। ଅର୍ଥାତ ୧୨ ରାଶିଙ୍କ ହିସାବ ଅନୁଯାୟୀ, … Continue reading ୭ ବର୍ଷ ପରେ ଏହି ଗ୍ରହ କଲେ ରାଶି ପରିବର୍ତ୍ତନ ; ଜାଣନ୍ତୁ କେଉଁ ରାଶିଙ୍କୁ ମିଳିବ ଧନ, ଚାକିରି,ହେବ ବିବାହ..