୫ଟି ସଚିବଙ୍କୁ ସାକ୍ଷାତ କଲେ ଗଞ୍ଜାମ ଏନ.ଏ.ସି ଉପ ନଗରପାଳ
ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ନବ ନିର୍ବାଚତ ଉପ ନଗରପାଳ ସୁରେନ୍ଦ୍ର ବାରିକି ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରରେ ଉପ ନଗରପାଳ ସୁରେନ୍ଦ୍ର ବାରିକି ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ସାକ୍ଷାତ କରିଥିବା ବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳର କିପରି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ସେନେଇ ଆଲୋଚନା କରିଥିଲେ । ଆଗାମୀ ଦିନରେ ସହର ଉନ୍ନତି ସାଙ୍ଗକୁ ସମସ୍ୟାର ସମାଧାନ ଯଥା ଶୀଘ୍ର ସମସ୍ତେ ଉଦ୍ୟମ ଜାରି ରଖିବା ପାଇଁ ସଚିବ ପରାମର୍ଶ ଦେଇଥିଲେ ।
Comments are closed.