www.samajalive.in
Saturday, December 6, 2025
15.1 C
Bhubaneswar

ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ତଥା ବରଗଡ ଜିଲା ସଭାପତି ପ୍ରଭାସ ସିଂହ। ଜିଲ୍ଲା ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସୋମବାର ନବୀନ ନିବାସ ଆସି ନିଜର ଇସ୍ତଫା ପତ୍ର ଦେଇଛନ୍ତି। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଭାସ ସିଂହ ବରଗଡର ସାଂସଦ ରହିଥିଲେ। ଏଥର ଟିକେଟ ପାଇଁ ସେ ଦାବିଦାର ଥିଲେ। ହେଲେ ଦଳ ତାଙ୍କୁ ଟିକେଟ ଦେଇନାହିଁ।

ଅମାବାସ୍ୟା ରାତିକୁ କାହିଁକି କାଳ ରାତ୍ରୀ କୁହାଯାଏ


ଇସ୍ତଫା ଦେବା ପରେ ପ୍ରଭାସ ସିଂହ କହିଛନ୍ତି ଯେ ଦଳ ଯେତେବେଳେ ତାଙ୍କୁ ଯାହା ଦାୟିତ୍ୱ ଦେଇଥିଲା ସେ ସୂଚାରୂପେ ତୁଲାଇଥିଲେ। ହେଲେ ବର୍ତ୍ତମାନ ଦଳରେ ତାଙ୍କର କୌଣସି ଆବଶ୍ୟକତା ନଥିବା ଅନୁଭବ କରି ଇସ୍ତଫା ଦେଇଥିବା କହିଛନ୍ତି । ଆଗାମି ଦିନରେ ସେ କେଉଁ ଦଳରେ ଯୋଗ ଦେବେ ବା ତାଙ୍କର ରଣନୀତି କଣ ରହିବ ସେନେଇ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତି ନେବେ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories