ଅମାବାସ୍ୟା ରାତିକୁ କାହିଁକି କାଳ ରାତ୍ରୀ କୁହାଯାଏ
ସମାଜ ଡିଜିଟାଲ ଡେସ୍କ: ଆଜି ସୋମବାର ୮ଏପ୍ରିଲ ଚୈତ୍ର ଅମାବାସ୍ୟା। ଏହାକୁ ଭୁତଡି ଅମାବାସ୍ୟା କୁହାଯାଏ। ସୋମବାର ଦିନ ଅମାବାସ୍ୟା ପଡୁଥିବାରୁ ସୋମବତୀ ଅମାବାସ୍ୟା ମଧ୍ୟ କୁହାଯାଏ। ଅମାବାସ୍ୟା ପ୍ରତି ମାସରେ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ପଡିଥାଏ। ପୂଜା-ପାଠ, ସ୍ନାନ-ଦାନ ଏବଂ ପିତୃପୁରୁଷଙ୍କୁ ଉତ୍ସର୍ଗ କରିବା ପାଇଁ ଏହି ଦିନ ଶୁଭ ହୋଇଥାଏ। କିନ୍ତୁ ଅମାବାସ୍ୟା ରାତି ବହୁତ ଭୟଙ୍କର ହୋଇଥାଏ। ହିନ୍ଦୁ ଧର୍ମ ଅନୁସାରେ ଏହାକୁ ନିଶାଚାରି ରାତି ଅର୍ଥାତ୍ କାଳ ରାତ୍ରୀ ବୋଲି … Continue reading ଅମାବାସ୍ୟା ରାତିକୁ କାହିଁକି କାଳ ରାତ୍ରୀ କୁହାଯାଏ
Copy and paste this URL into your WordPress site to embed
Copy and paste this code into your site to embed