www.samajalive.in
Sunday, December 7, 2025
26.1 C
Bhubaneswar

ଏହି ସବୁ ଖାଦ୍ୟ କୁକରରେ ପ୍ରସ୍ତୁତ କରୁଛନ୍ତି କି? ଜାଣନ୍ତୁ..

ବର୍ତ୍ତମାନ ସମୟରେ ପ୍ରତ୍ୟେକଙ୍କ ଘରେ କୁକରର ବ୍ୟବହାର କରାଯାଉଛି। ଏଥିରେ ଖାଦ୍ୟ ମଧ୍ୟ ଶୀଘ୍ର ପ୍ରସ୍ତୁତ ହୋଇଥାଏ।
କୁକରରେ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଯାଏ, ତାହା ସଭିଁଙ୍କୁ ଜଣା। ମାତ୍ର ଏପରି କେତେକ ଖାଦ୍ୟ ରହିଛି, ଯାହାକୁ କୁକରରେ ପ୍ରସ୍ତୁତ କରାଯିବା ଉଚିତ ନୁହେଁ। ସେହି ଖାଦ୍ୟକୁ କୁକରରେ ପ୍ରସ୍ତୁତ କରିବା ଦ୍ୱାରା ଖାଦ୍ୟ ସ୍ୱାଦହୀନ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। ଜାଣନ୍ତୁ..
ସାଧାରଣତଃ ଲୋକେ ସମୟର ଅଭାବରୁ ଭାତ କୁକରରେ ପ୍ରସ୍ତୁତ କରିଥାଆନ୍ତି। ମାତ୍ର ଭାତକୁ କୁକରରେ ପ୍ରସ୍ତୁତ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଚାଉଳରେ ଥିବା ଏକ ପ୍ରକାର କେମିକାଲ୍‌‌ ଏହା ମଧ୍ୟରେ ରହିଯାଏ। ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ କୁକର ବଦଳରେ ହାଣ୍ଡି କିମ୍ବା ଅନ୍ୟ ଖୋଲା ପାତ୍ର ଭାତ ପ୍ରସ୍ତୁତି ପାଇଁ ବ୍ୟବହାର କରନ୍ତୁ।
ଆଳୁ ଏପରି ଏକ ପରିବାର ଯାହାକୁ ଅଧିକାଂଶ ଖାଦ୍ୟରେ ବ୍ୟବହାର କରାଯାଏ। ଆଳୁକୁ ସିଝାଇବା ପାଇଁ ସାଧାରଣତଃ କୁକର ବ୍ୟବହାର କରାଯାଏ। ମାତ୍ର ଚାଉଳ ଭଳି ଆଳୁକୁ ମଧ୍ୟ କୁକରରେ ସିଝାଇବା ଉଚିତ ନୁହେଁ। ଆଳୁରେ ଷ୍ଟାର୍ଚ ଅଧିକ ମାତ୍ରାରେ ରହିଥାଏ। ତେଣୁ କୁକରରେ ଏହାକୁ ସିଝାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ପାସ୍ତା – ପାସ୍ତାକୁ ମଧ୍ୟ କୁକରରେ ସିଝାନ୍ତୁ ନାହିଁ। ଏହାକୁ କଡେଇରେ ସିଝାଇ ପାରିବେ। କୁକରରେ ପାସ୍ତା ସିଝାଇବା ଦ୍ୱାରା ଏଥିରେ ଥିବା ଏକ ପ୍ରକାର କେମିକାଲ୍‌‌ କୁକର ମଧ୍ୟରେ ରହିଯାଏ। ଏଥିରେ ମଧ୍ୟ ଷ୍ଟାର୍ଚର ମାତ୍ରା ଅଧିକ ରହିଥାଏ।
ମାଛ – ମାଛକୁ ମଧ୍ୟ କୁକରରେ ପ୍ରସ୍ତୁତ କରନ୍ତୁ ନାହିଁ।
ଋତୁ ଅନୁଯାୟୀ ବିଭିନ୍ନ ପନିପରିବାରେ ଭିଟାମିନ୍ସ ରହିଥାଏ। ଏହାକୁ କୁକରରେ ପ୍ରସ୍ତୁତ କରାଯିବା ଉଚିତ ନୁହେଁ। ଏହାଦ୍ୱାରା ଏଥିରେ ଥିବା ଭିଟାମିନ, ଖଣିଜ ଓ ଅନ୍ୟ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories