ଦ୍ୱାରଶୁଣି: ବାଙ୍ଗିରିପୋଷି ବ୍ଲକ ପ୍ରଶାସନ ତରଫରୁ ଓଡିଶା ସରକାରଙ୍କର ନିଜସ୍ୱ ଖାଦ୍ୟ ଯୋଜନା ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକ ସୁଦାମ ମାର୍ଣ୍ଡି ଉପସ୍ଥିତ ରହି ୮୮୭ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ। ଏଥିରେ ବ୍ଲକ ଅଧ୍ୟକ୍ଷ ସୁବୋଧ ମାର୍ଣ୍ଡି, ବିଡିଓ ଡ଼.ଆଶିଷ ରଞ୍ଜନ ସାହୁ, ବ୍ଲକ ଉପାଧ୍ୟକ୍ଷ ରାଜକୁମାରୀ ନାଏକ, ପୂଵର୍ତନ ବ୍ଲକ ଅଧ୍ୟକ୍ଷ ରାମ ଚନ୍ଦ୍ର ମୁର୍ମୁ, ବ୍ଲକ ଯୋଗାଣ ବିଭାଗ ଅଧିକାରୀ କମଳା କାନ୍ତ ବେହେରା ପ୍ରମୁଖ ଉପସ୍ଥିତି ରହିଥିଲେ।
Popular Categories



