mission shakti banner

ବିକ୍ରି ପରେ ଫ୍ଲିପକାର୍ଟର ୧୦୦ ଜଣ କର୍ମଚାରୀ ହୋଇଗଲେ କୋଟିପତି

BSKY banner  750×100
0

ନୂଆଦିଲ୍ଲୀ: ଫିଲ୍ପକାର୍ଟ ବିକ୍ରି ହେବାପରେ ଏହାର ୧୦୦ ଜଣ କର୍ମଚାରୀ କୋଟି ପତି ହୋଇଯାଇଛନ୍ତି । ସମସ୍ତଙ୍କୁ ୬କୋଟି ୭୩ ଲକ୍ଷ ଟଙ୍କାରୁ ଅଧିକ ରାଶି ମିଳିଛି । ଫ୍ଲିପ୍‌କାର୍ଟର ୭୭ ପ୍ରତିଶତ ଅଂଶଧନକୁ ଓ୍ୱାଲମାର୍ଟ କିଣିଛି ।

ଓ୍ୱାଲମାର୍ଟ କର୍ମଚାରୀମାନଙ୍କ ପାଇଁଥିବା ଇଏସ୍‌ଓପିଏସ୍‌ ବା ଏମ୍ପ୍ଲୋୟି ଷ୍ଟକ ଅପସନ୍‌ ପ୍ଲାନ୍‌କୁ ୨ ବିଲିଅନ୍‌ ଆମେରିକୀୟ ଡଲାର ବା ୧୩,୪୫୫ କୋଟି ଟଙ୍କାରେ ବିକ୍ରି କରିଛି ।  ଏଥିପାଇଁ ୧୦୦ରୁ ଅଧିକ କର୍ମଚାରୀ ୬ କୋଟି ୭୩ ଲକ୍ଷ ଟଙ୍କାରୁ ଅଧିକ ରାଶି ପାଇବେ ।

Leave A Reply