www.samajalive.in
Monday, December 15, 2025
15.1 C
Bhubaneswar

ୟୁକ୍ରେନରୁ ଫେରିବେ ଭାରତୀୟ, ଦିଲ୍ଲୀ ଓ ମୁମ୍ବାଇରୁ ଆଜି ଉଡ଼ାଣ କରିବ ବିମାନ

ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ସରକାରଙ୍କ ଉଦ୍ଧାର ଯୋଜନାର ଏକ ଅଂଶ ଭାବରେ ଏୟାର ଇଣ୍ଡିଆ ରୋମାନିଆର ରାଜଧାନୀ ବୁଖାରେଷ୍ଟକୁ ଦୁଇଟି ବିମାନ ପଠାଇବାକୁ ଯୋଜନା କରିଛି। ସେହି ବିମାନରେ ଭାରତୀୟ ନାଗରିକଙ୍କୁ ଫେରାଇ ଅଣାଯିବ। ଆଜି ଏହି ଦୁଇଟି ବିମାନ ଉଡ଼ାଣ କରିବାର ସମ୍ଭାବନା ରହିଛି। ଏହି ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଦିଲ୍ଲୀରୁ ଏବଂ ଅନ୍ୟଟି ମୁମ୍ବାଇରୁ ଉଡାଣ କରିବା ସ୍ଥିର ହୋଇଛି। ବିମାନ ଉଡ଼ାଣ ପାଇଁ ସରକାର ଏୟାର ଇଣ୍ଡିଆକୁ ସମସ୍ତ ଦେୟ ପ୍ରଦାନ କରିବେ।

ଆସନ୍ତାକାଲି ମଧ୍ୟ ବୁଖାରେଷ୍ଟ ଏବଂ ବୁଦାପେଷ୍ଟକୁ ଗୋଟିଏ ଲେଖାଏଁ ବିମାନ ଉଡ଼ାଣ ଧାର୍ଯ୍ୟ କରାଯାଇଛି। ବୁଦାପେଷ୍ଟରେ ଥିବା ଭାରତୀୟ ଦୂତାବାସ ରୋମାନିଆ ଏବଂ ହଙ୍ଗେରୀ ସୀମା ନିକଟବର୍ତ୍ତୀ ସୀମା ନିକଟରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ସଂଗଠିତ ଉପାୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି ଦେଶକୁ ଫେରାଇ ଅଣାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories