ମାଲକାନଗିରି: ଗତ ଗୁରୁବାର ଏନକାଉଣ୍ଟରରେ ନିହତ ହୋଇଛନ୍ତି ୧୮ ମାଓବାଦୀ। ଛତିଶଗଡ ବିଜାପୁର ଓ ସୁକମା ଜିଲ୍ଲା ହୋଇଥିବା ଏନକାଉଣ୍ଟରରେ ୧୨ ନୁହେଁ ୧୮ ମାଓବାଦୀ ହୋଇଥିବା ଦକ୍ଷିଣ ବସ୍ତ ଡିଭିଜିନାଲ ମାଓ ସଂଗଠନ ତରଫରୁ ସୂଚନା ମିଳିଛି। ନିହତ ମାଓବାଦୀଙ୍କ ମଧ୍ୟରେ ରହିଛନ୍ତି ଟପ୍ ମାଓନେତା ଦାମୋଦର। ଦାମୋଦର ନିହତ ହୋଇଥିବା ନେଇ ପ୍ରେସମିଟ୍ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ହୋଇଛି। ଗତ ଗୁରୁବାର ଦିନ ଏନକାଉଣ୍ଟରରେ ଦାମୋଦରର ମଁଅତ୍ୟୁ ହୋଇଥିବା ସ୍ଵୀକାର କରିଛି ମାଓ ସଂଗଠନ। ଟପ ମାଓ ନେତା ଦାମଦର ଥିଲେ ମାଓ ସଙ୍ଗଠନ ର ମାଓ କମାଣ୍ଡର ଷ୍ଟେଟ କମ୍ମିଟି ମେମ୍ବର ଏବଂ ତେଲେଙ୍ଗାନା ଷ୍ଟେଟ କମ୍ମିଟି ମୁଖ୍ୟ । ତାଙ୍କ ମୁଣ୍ଡ ଉପରେ ଥିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି।
Popular Categories



