www.samajalive.in
Saturday, December 6, 2025
19.1 C
Bhubaneswar

ଭିଡିଓରେ ଦେଖନ୍ତୁ; ରାସ୍ତାରେ ହଠାତ୍‌ ହାତୀ ରାଗିବା ପରେ କ’ଣ ହେଲା..

ନୂଆଦିଲ୍ଲୀ : କେବେ ହାତୀର କ୍ରୋଧ ଦେଖିଛନ୍ତି କି? ନିକଟରେ ଭାଇରାଲ୍‌ ହେଉଥିବା ହାତୀର ଏକ ଭିଡିଓ ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ହାତୀ କେତେ ଶକ୍ତିଶାଳୀ ଓ କ୍ରୋଧିତ ହେବା ପରେ ପରିସ୍ଥିତି କିଭଳି ହୋଇପାରେ ଦେଖିପାରିବେ । ଭିଡିଓଟି କେଉଁ ଦିନ ଓ ସ୍ଥାନର ତାହାର ସ୍ପଷ୍ଟତା ମିଳିନାହିଁ । ମାତ୍ର ସୋସିଆଲ ମିଡିଆରେ ଭିଡିଓଟି ବେଶ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖିପାରିବେ, ହାତୀଟି କିଭଳି ଏକ କାର୍‌କୁ ଉଠାଇ ରାସ୍ତା ଉପରେ ଫିଙ୍ଗି ଦେଉଛି । ଏହାପରେ ଏକ ବସ୍‌କୁ ବାରମ୍ବାର ଧକ୍କା ଦେଉଛି ।

ଜାଣନ୍ତୁ.. କେମିତି ଲକ୍‌ ଓ ଅନ୍‌ଲକ୍‌ କରିବେ ନିଜର ଆଧାରକାର୍ଡ; ଆଉ ହେବେନି ଠକେଇର ଶିକାର..

- Advertisement -


୧ ମିନିଟ୍‌ ୯ ସେକେଣ୍ଡର ଏହି ଭିଡିଓରେ ଦେଖିପାରିବେ, ରାସ୍ତାରେ ବସ୍‌, ଧଳା କାର୍‌ କ୍ଷତିଗ୍ରସ୍ତ ଅବସ୍ଥାରେ ଥିବା ସହ ଅନେକ ଲୋକେ ଜମା ହୋଇ ରହିଛନ୍ତି । ହାତୀ ସେଠାରେ ଏକ କାର୍‌କୁ ଖେଳଣାକୁ ନଷ୍ଟ କରିବା ଭଳି ଭଙ୍ଗାରୁଜା କରୁଛି । କାର୍‌କୁ ଭାଙ୍ଗିବା ପରେ ଏକ ବସ୍‌କୁ ମଧ୍ୟ ଧକ୍କା ମାରୁଥିବା ଦେଖାଯାଉଛି ।

ଶୁକ୍ର କଲେ ରାଶି ପରିବର୍ତ୍ତନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..


ହାତୀ ଉପରେ ବସିଥିବା ମାହୁନ୍ତ ଗଜରାଜକୁ ଅଟକାଇବାକୁ ଚେଷ୍ଟା କରୁଛି । ମାତ୍ର ହାତୀ କ୍ରୋଧରେ ଥିବା ଦେଖାଯାଉଛି । ସେଠାରେ ଲୋକେ ଏକାଠି ହେବା ସହ କ୍ୟାମେରାରେ ସମସ୍ତ ଘଟଣାକୁ କଏଦ କରିଛନ୍ତି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ମାତ୍ର ୧ ଟଙ୍କା.. ଜାଣନ୍ତୁ ଜିଓର ଏହି ପ୍ଲାନ୍‌ରେ ମିଳିବ କି କି ସୁବିଧା..

ଦେଖନ୍ତୁ ଛାତିଥରା ଭିଡିଓ; ରାତିରେ ରାସ୍ତାରେ ଯାଉଥିଲେ ଦମ୍ପତି, ସାମ୍ନାକୁ ଆସିଗଲା ସିଂହ, ଆଉ ତା’ପରେ..

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories