ଜାଣନ୍ତୁ.. କେମିତି ଲକ୍‌ ଓ ଅନ୍‌ଲକ୍‌ କରିବେ ନିଜର ଆଧାରକାର୍ଡ; ଆଉ ହେବେନି ଠକେଇର ଶିକାର..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଆଧାରକାର୍ଡ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଧାରକାର୍ଡକୁ ସୁରକ୍ଷିତ ରଖିବା ନିତାନ୍ତ ଜରୁରୀ। ନଚେତ୍‌ ଆଧାରକାର୍ଡକୁ ବ୍ୟବହାର କରି ଠକାମି କରାଯାଇପାରିବ । କାରଣ ଆଧାରକାର୍ଡ ସହ ବ୍ୟାଙ୍କ ସମେତ ଅନେକ ସେବା ମଧ୍ୟ ଜଡିତ । ତେଣୁ ସୁରକ୍ଷିତ ନରଖି ଆଧାରକାର୍ଡକୁ ବ୍ୟବହାର କଲେ ଅନେକ କ୍ଷତି ସହ ଠକାମିର ଶିକାର ହେବାକୁ ପଡିଥାଏ। ଜାଣନ୍ତୁ.. ଆଧାରକାର୍ଡର ଅସଲି ସଂଖ୍ୟା ବଦଳରେ ଭିଆଇଡିର ବ୍ୟବହାର କରନ୍ତୁ। ଏହା ୧୬ ଅଙ୍କର ଏକ … Continue reading ଜାଣନ୍ତୁ.. କେମିତି ଲକ୍‌ ଓ ଅନ୍‌ଲକ୍‌ କରିବେ ନିଜର ଆଧାରକାର୍ଡ; ଆଉ ହେବେନି ଠକେଇର ଶିକାର..