ଦେଖନ୍ତୁ ଛାତିଥରା ଭିଡିଓ; ରାତିରେ ରାସ୍ତାରେ ଯାଉଥିଲେ ଦମ୍ପତି, ସାମ୍ନାକୁ ଆସିଗଲା ସିଂହ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ। ଯାହା ଆଶ୍ଚର୍ଯ୍ୟ ଚକିତ ଲାଗିବା ସହ ଭୟଭୀତ ମଧ୍ୟ କରିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଭାଇରାଲ ହେଉଛି। ଚିନ୍ତା କରନ୍ତୁ ରାତିରେ ବାଇକ୍‌ରେ ଯାଉଥିବା ସମୟରେ ମଝି ରାସ୍ତାରେ ହଠାତ୍‌ ଯଦି ସିଂହ ଆସିଯାଏ, ଅବସ୍ଥା କ’ଣ ହେବ । ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କୁ ଦେଖି ଭୟ ଲାଗିବା ସାଧାରଣ କଥା। ઉના નવાબંદર ગામે રહેણાક વિસ્તારમાં જ્યાં … Continue reading ଦେଖନ୍ତୁ ଛାତିଥରା ଭିଡିଓ; ରାତିରେ ରାସ୍ତାରେ ଯାଉଥିଲେ ଦମ୍ପତି, ସାମ୍ନାକୁ ଆସିଗଲା ସିଂହ, ଆଉ ତା’ପରେ..