ମାତ୍ର ୧ ଟଙ୍କା.. ଜାଣନ୍ତୁ ଜିଓର ଏହି ପ୍ଲାନ୍‌ରେ ମିଳିବ କି କି ସୁବିଧା..

ନୂଆଦିଲ୍ଲୀ : ରିଲାଏନ୍ସ ଜିଓର ଅନେକ ପ୍ଲାନ୍‌ ରହିଛି । ଯାହାର ଦାମ୍‌ ଭିନ୍ନ ସହ ଅନେକ ଲାଭ ରହିଛି । ଜିଓର ୨ଟି ଆକର୍ଷଣୀୟ ପ୍ଲାନ୍‌ ରହିଛି, ଯାହାର ଫରକ୍‌ ମାତ୍ର ୧ ଟଙ୍କା । ଏହାର ଦାମ୍‌ ୧,୦୨୮ ଓ ୧,୦୨୯ ଟଙ୍କା । ମାତ୍ର ଉଭୟ ପ୍ଲାନ୍‌ର ଲାଭ ଭିନ୍ନ ଭିନ୍ନ । ଜାଣନ୍ତୁ ଜିଓର ଏହି ୨ଟି ପ୍ଲାନ୍‌ ମଧ୍ୟରେ କେଉଁ ପ୍ଲାନ୍‌ ଅଧିକ ଲାଭଦାୟକ । ଦେଖନ୍ତୁ ଛାତିଥରା ଭିଡିଓ; … Continue reading ମାତ୍ର ୧ ଟଙ୍କା.. ଜାଣନ୍ତୁ ଜିଓର ଏହି ପ୍ଲାନ୍‌ରେ ମିଳିବ କି କି ସୁବିଧା..