ଶୁକ୍ର କଲେ ରାଶି ପରିବର୍ତ୍ତନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାଆନ୍ତି । ରାଶି ପରିବର୍ତ୍ତନ କରିବା ଦ୍ୱାରା ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଥାଏ । ସୁଖ-ସମୃଦ୍ଧି ପ୍ରଦାନ କରୁଥିବା ଗ୍ରହ ଶୁକ୍ର ରାଶି ପରିବର୍ତ୍ତନ କରିଛନ୍ତି । ଜାଣନ୍ତୁ ଏହାର ପ୍ରଭାବରେ କେଉଁ ରାଶି ହେବେ ଭାଗ୍ୟଶାଳୀ.. ଜ୍ୟୋତିଷ ଗଣନା ଅନୁସାରେ ୧୩ ଅକ୍ଟୋବର ସକାଳ ୬ଟା ୮ ମିନିଟରେ ଶୁକ୍ର ତୁଳା ରାଶିରୁ ବିଛା ରାଶିରେ … Continue reading ଶୁକ୍ର କଲେ ରାଶି ପରିବର୍ତ୍ତନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..