www.samajalive.in
Saturday, December 6, 2025
16.1 C
Bhubaneswar

ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ମାଈ ହାତୀ

ତେଲକୋଇ : କେନ୍ଦୁଝର ଜିଲ୍ଲା ଠେଙ୍ଗିରି ତଇଲା ଜଙ୍ଗଲରେ ଏକ ଗୁଳି ବିଦ୍ଧ ମାଈ ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ହାତୀଟିର ଆଗ ବାମ ଗୋଡ ଓ ପଛ ଡାହାଣ ଗୋଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ୍ ବିମଳା ଫରେଷ୍ଟ ବିଟ୍ କର୍ମଚାରୀମାନେ ହାତୀଟିର ଗତି ବିଧି ଉପରେ ନଜର ରଖିଛନ୍ତି। ଦିନକୁ ଦିନ ମାଈ ହାତୀଟିର ଅବସ୍ଥା ସଙ୍କଟାପର୍ଣ୍ଣ ଆଡକୁ ଗତି କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories