BJD Bijuli 480×75 Mob

ହିତାଧିକାରୀଭିତ୍ତିକ ବିଜ୍ଞାପନ, ସର୍ଭେ ଓ ଆପରେ ପଞ୍ଜିକରଣ ନିଷେଧ – ନିର୍ବାଚନ ଆୟୋଗ

BJD Bijuli 480×75 Mob

ଡେସ୍କ: ନିର୍ବାଚନ ପରବର୍ତ୍ତୀ ହିତାଧିକାରୀଭିତ୍ତିକ ଯୋଜନା ପାଇଁ କୌଣସି ବିଜ୍ଞାପନ, ସର୍ଭେ କିମ୍ବା ଆପ୍ ଜରିଆରେ ବ୍ୟକ୍ତିବିଶେଷଙ୍କୁ ପଞ୍ଜୀକୃତ କରିବା ଭଳି କୌଣସି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ ଆୟୋଗ ଆଜି ସମସ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ – ତେଲେଙ୍ଗାନା ବିଧାନସଭା ବାଚସ୍ପତିଙ୍କ ବିରୋଧରେ ବିଜେପିର ଅଭିଯୋଗ

ନିର୍ବାଚନ ପରବର୍ତ୍ତୀ ଫାଇଦା ପାଇଁ ପଞ୍ଜୀକରଣ କରିବା ପାଇଁ ବ୍ୟକ୍ତିଗତ ଭୋଟରଙ୍କୁ ଆମନ୍ତ୍ରଣ କିମ୍ବା ଆହ୍ୱାନ ଦେବାର କାର୍ଯ୍ୟ ମତଦାତା ଏବଂ ପ୍ରସ୍ତାବିତ ଲାଭ ମଧ୍ୟରେ ଗୋଟିଏ କାରବାର ସମ୍ପର୍କର ଆବଶ୍ୟକତା ବିଷୟରେ ଧାରଣା ସୃଷ୍ଟି କରିପାରେ ଏବଂ ଏକ ନିର୍ଦ୍ଦିଷ୍ଟ ଉପାୟରେ ମତଦାନ ପାଇଁ ଏକ କଠୋର ବ୍ୟବସ୍ଥା ସୃଷ୍ଟି କରିବାର ସମ୍ଭାବନା ରହିଛି ଯାହା ଦ୍ୱାରା ପ୍ରଲୋଭନ ସୃଷ୍ଟି ହୋଇପାରେ ବୋଲି ଆୟୋଗ କହିଛନ୍ତି।

ଦିଲ୍ଲୀ-ଦୁବାଇ ରୁଟରେ ଉଡିଲା ନୂଆ ଏୟାରବସ୍ ଏ୩୫୦-୯୦୦

Comments are closed.