MEllora 950×100

ଜମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା

ଜମ୍ମୁ : ଜମ୍ମୁ-କାଶ୍ମୀରରେ ପୁଣି ଅନୁଭୂତ ହୋଇଛି ଭୂକମ୍ପ ଝଟକା। ଆଜି ସକାଳେ ଏହି ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୩ ରେକର୍ଡ କରାଯାଇଛି। ମାତ୍ର ଏଥିରେ ଏଯାଏଁ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ମିଳି ନାହିଁ।

Comments are closed.