www.samajalive.in
Monday, December 15, 2025
14.1 C
Bhubaneswar

ଟିକସଦାତାଙ୍କ ଦ୍ୱାରା ଫର୍ମ ୧୦ଏ/୧୦ଏବି ଫାଇଲ କରିବା ଶେଷ ତାରିଖ ଜୁନ୍ ୩୦ ଯାଏଁ ବୃଦ୍ଧି

ଡେସ୍କ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଟିକସଦାତାଙ୍କ ଦ୍ୱାରା ଫର୍ମ ୧୦ ଏ ଏ ଏବଂ ଫର୍ମ ୧୦ ଏବି ଦାଖଲ କରିବାର ସମୟ ସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। ସିବିଡିଟି ସୂଚନା ଅନୁଯାୟୀ, ଯେ ଯଦି ଏଭଳି କୌଣସି ବିଦ୍ୟମାନ ଟ୍ରଷ୍ଟ କିମ୍ବା ପାଣ୍ଠି ଆକଳନ ବର୍ଷ ୨୦୨୨-୨୩ ପାଇଁ ଫର୍ମ ୧୦ଏ ଦାଖଲ କରିବାରେ ବିଫଳ ହୋଇଛି, ତେବେ ସେମାନେ ଫର୍ମ ୧୦ଏସିକୁ ସମର୍ପଣ କରି ଏୱାଇ ୨୦୨୨-୨୩ ପାଇଁ ପଞ୍ଜୀକରଣ ପାଇଁ ଆବେଦନ କରିବାର ଏହି ସୁଯୋଗର ଲାଭ ଉଠାଇ ପାରିବେ। ସିବିଡିଟିକୁ ମିଳିଥିବା ଅନୁରୋଧ ପରେ ଏହି ତାରିଖ ବୃଦ୍ଧି କରାଯାଇଛି।

ଆମେରିକା ସମର୍ଥିତ ଜାତିସଂଘ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କଲା ରୁଷ୍

- Advertisement -

ସିବିଡିଟି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଯେଉଁ ଟ୍ରଷ୍ଟ, ଅନୁଷ୍ଠାନ କିମ୍ବା ପାଣ୍ଠିଗୁଡିକର ପୁନଃ ପଞ୍ଜୀକରଣ ପାଇଁ ଆବେଦନ କେବଳ ଭୁଲ ଧାରା କୋଡ୍ ଅଧୀନରେ ବିଳମ୍ବରେ ଦାଖଲ କିମ୍ବା ଫାଇଲିଂ କାରଣରୁ ଖାରଜ ହୋଇଛି ସେମାନେ ମଧ୍ୟ ବର୍ଦ୍ଧିତ ସମୟସୀମା ମଧ୍ୟରେ ଫର୍ମ ୧୦ଏବିରେ ନୂତନ ଆବେଦନ ଦାଖଲ କରିପାରିବେ।

ହିଜାବ ଆଳରେ ମହିଳାଙ୍କ ଉପରେ ବଢୁଛି ଦମନଲୀଳା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories