ହିଜାବ ଆଳରେ ମହିଳାଙ୍କ ଉପରେ ବଢୁଛି ଦମନଲୀଳା

ଡେସ୍କ: ଇସ୍ରାଏଲ ସହ ଉତ୍ତେଜନା ବଢ଼ୁଥିବାରୁ ଗତ ଏକ ସପ୍ତାହ ହେବ ଇରାନ ଚର୍ଚ୍ଚାରେ ରହିଛି। ଏପ୍ରିଲ ୧୩ ତାରିଖରେ ତେହେରାନ ଇସ୍ରାଏଲ ମାଟିରେ ସିଧାସଳଖ ଆକ୍ରମଣ କରି ବହୁ ସଂଖ୍ୟକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ସେହିଦିନ ତେହେରାନ ମଧ୍ୟ ଦେଶ ଭିତରେ ଏକ ନୂଆ ଅଭିଯାନ ଆରମ୍ଭ କରିଥିଲା, ଯେଉଁଥିରେ ବାଧ୍ୟତାମୂଳକ ହିଜାବ ପିନ୍ଧିବାକୁ ମନା କରୁଥିବା ମହିଳାମାନଙ୍କୁ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ … Continue reading ହିଜାବ ଆଳରେ ମହିଳାଙ୍କ ଉପରେ ବଢୁଛି ଦମନଲୀଳା