www.samajalive.in
Monday, December 15, 2025
27.1 C
Bhubaneswar

ସକାଳୁ ଏହି ପାଣି ପିଇବା ଶରୀର ପାଇଁ ଲାଭଦାୟକ

ଖାଲି ପେଟରେ ଉଷୁମ ପାଣି ସହ ଶୁଣ୍ଠି ଗୁଣ୍ଡ ମିଶାଇ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଶୁଣ୍ଠିରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ସ୍ବାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ ଉପକାରୀ ଅଟେ। ଶୁଣ୍ଠିରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ଏହା ଶରୀରରେ ମ୍ୟୁକୋଲାଇଟିସ ଭାବେ କାର୍ଯ୍ୟ କରିଥାଏ। ଆସନ୍ତୁ ଜାଣିବା ଶରୀର ପାଇଁ ଶୁଣ୍ଠି କେତେ ଉପକାରୀ ..

ସକାଳୁ ଉଷୁମ ପାଣିରେ ଶୁଣ୍ଠି ଗୁଣ୍ଠ ମିଶାଇ ପିଇବା ଦ୍ବାରା ଆପଣ ସୁସ୍ଥ ରହିବେ। ଏହାଦ୍ବାରା ଫୁସଫୁସରେ ଜମି ରହିଥିବା କଫ ସମସ୍ୟାରୁ ମୁକ୍ତି ମିଳିଥାଏ।

- Advertisement -

ନିୟମିତ ଶୁଣ୍ଠି ମିଶ୍ରିତ ପାଣି ପିଇବା ଆଜମା ରୋଗୀଙ୍କ ପାଇଁ ଲାଭଦାୟକ ଅଟେ। ସେମାନେ ଆଜମା ରୋଗରୁ ମୁକ୍ତି ପାଇଥାଆନ୍ତି।

ଏହା ଦ୍ବାରା ରକ୍ତ ସଠିକ ଭାବେ ସଞ୍ଚାଳନ ହୋଇଥାଏ। ଏହାସହ ହୃଦଘାତ ସମସ୍ୟା ହେବାର ସମ୍ଭାବନା କମ୍‌ ହୋଇଥାଏ।

ପ୍ରତିଦିନ ଶୁଣ୍ଠି ମିଶ୍ରିତ ପାଣି ପିଇବା ଦ୍ବାରା ବଦହଜମୀ ଓ ଏସିଡିଟି ସମସ୍ୟାରୁ ମୁକ୍ତି ମିଳେ।

ଏହାସହ ମେଦବହୁଳତା ଆଶଙ୍କା ଦୂର ହୋଇଥାଏ।

ଏହା କିଡନୀ ସମସ୍ୟାରୁ ମୁକ୍ତି ଦେଇଥାଏ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories