www.samajalive.in
Monday, December 8, 2025
20.1 C
Bhubaneswar

ପିଜ୍ଜା ଟୋଷ୍ଟ

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୪ଖଣ୍ଡ
ଚିଜ – ଆବଶ୍ୟକ ପରିମାଣରେ
କଟା ପିଆଜ – ୧ଟି
କଟା ଟମାଟୋ – ୧ଟି
କୋରା ଗାଜର – ୧ଟି
କଟା ସିମଲା ଲଙ୍କା – ୧ଟି
କଟା କଞ୍ଚା ଲଙ୍କା – ୨ଟି
କଟା ଧନିଆ ପତ୍ର – ଅଳ୍ପ
ଚିଲି ସସ – ଅଳ୍ପ
କ୍ରିମ – ୧କପରୁ କମ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ପିଆଜ, ଟମାଟୋ ,ସିମଲା ଲଙ୍କା, କଞ୍ଚା ଲଙ୍କା ,ଲୁଣ, ଧନିଆ ପତ୍ର ପକାଇ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏବେ ପାଉଁରୁଟିରେ ଚିଜ ଲଗାଇ ଏଥିରେ ଏହି ମିଶ୍ରଣକୁ ଚାମଚ ସାହାଯ୍ୟରେ ଲଗାଇ ଦିଅନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ଅଳ୍ପ ତେଲ ଲଗାଇ ଗରମ କରନ୍ତୁ। ଏବେ ତାୱାରେ ପାଉଁରୁଟିକୁ ରଖି ସେକି ଦିଅନ୍ତୁ। ସେକିବା ପରେ ପାଉଁରୁଟିକୁ କାଢି ଏହା ଉପରେ ଅନ୍ୟ ଏକ ପାଉଁରୁଟିରେ କ୍ରିମ ଲଗାଇ ପ୍ରସ୍ତୁତ ପାଉଁରୁଟି ଉପରେ ରଖନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ସସ ସହ ଖାଆନ୍ତୁ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories