www.samajalive.in
Sunday, December 14, 2025
26.1 C
Bhubaneswar

ସାବଧାନ୍‌ ; ହ୍ୱାଟ୍ସଆପ୍‌ରେ ଏହି ଭୁଲ୍‌ କଲେ ଯିବେ ଜେଲ୍‌!

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଲୋକେ ଦିନର ଅଧିକାଂଶ ସମୟ ହ୍ୱାଟ୍ସଆପ୍‌ ଗ୍ରୁପରେ ହିଁ ଅତିବାହିତ କରୁଛନ୍ତି । ମାତ୍ର ଆପଣ ଜାଣନ୍ତି କି ହ୍ୱାଟ୍ସଆପ୍‌ ଗ୍ରୁପରେ ପଠାଯାଉଥିବା କିଛି ମେସେଜ୍‌ ଓ ଭିଡିଓ ପାଇଁ ଆପଣ ଜେଲ୍‌ ମଧ୍ୟ ଯାଇ ପାରନ୍ତି । ଏହାସହ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ ହୋଇପାରେ । ଜାଣନ୍ତୁ ହ୍ୱାଟ୍ସଆପ୍‌ରେ କେଉଁ ମେସେଜ୍‌ ଓ ଭିଡିଓ ପଠାଇବା ଅପରାଧ..

ଯଦି ଆପଣ ହ୍ୱାଟ୍ସଆପ୍‌ରେ ଆପତ୍ତିଜନକ ଫଟୋ, ଭିଡିଓ ଶେୟାର କରୁଛନ୍ତି, ତେବେ ଆଇନ ଅନୁଯାୟୀ ଏହା ଅପରାଧ । ଏହାକୁ ଆପଣ ଯାହାଙ୍କୁ ପଠାଇଛନ୍ତି, ତାଙ୍କୁ ପସନ୍ଦ ନଆସିଲେ, ସେ ପୁଲିସ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ । ଜେଲ୍‌ ମଧ୍ୟ ଯିବାକୁ ପଡିପାରେ।
ଦେଶ ବିରୋଧୀ କୌଣସି ତଥ୍ୟ ଶେୟାର କଲେ, ଏହାକୁ ଦେଶ ଦ୍ରୋହ ବୋଲି କୁହାଯାଏ । ଆପଣ ଗିରଫ ମଧ୍ୟ ହୋଇପାରନ୍ତି।

ସୂର୍ଯ୍ୟ ଓ ମଙ୍ଗଳ ଏକାଠି ଯୋଗୁଁ ହେବ ଶକ୍ତିଶାଳୀ ଷଡାଷ୍ଟକ ଯୋଗ ; ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ସବୁ ଚିନ୍ତା..

- Advertisement -

ଶିଶୁ ସହ ଜଡିତ କିଛି ଅପରାଧ, ଆପତ୍ତିଜନକ ଫଟୋ ଭିଡିଓ ଶେୟାର କଲେ ଏହା ମଧ୍ୟ ଏକ ବଡ ଅପରାଧ । ଆପଣଙ୍କ ବିରୁଦ୍ଧରେ ଏନେଇ ଅଭିଯୋଗ କଲେ ମାମଲା ରୁଜୁ ସହ ଜେଲ୍‌ ମଧ୍ୟ ହୋଇପାରେ ।
ସେହିପରି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ହିଂସା ସହ ଜଡିତ ଫଟୋ ଭିଡିଓ ଶେୟାର କଲେ ଜେଲ୍‌ ଯିବାକୁ ପଡିପାରେ ।
ନିଜର କୌଣସି ବ୍ୟକ୍ତିଗତ ଭିଡିଓ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଶେୟାର କଲେ ମଧ୍ୟ ଆପଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇପାରେ ।

ତ୍ୱଚାର ସୌନ୍ଦର୍ଯ୍ୟ କିଛି ବର୍ଷ ପରେ କମ୍‌ ହୋଇଯିବ; ଜାଣନ୍ତୁ କାହିଁକି ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏମିତି କହିଲେ ଅମିତାଭ..

ଦେଖନ୍ତୁ ଭିଡିଓ; ଷ୍ଟେଜ୍‌ ଉପରେ ବରଙ୍କୁ ଖାଲି ଚାପୁଡା, ଜାଣନ୍ତୁ କାରଣ..

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories