www.samajalive.in
Saturday, December 6, 2025
19.1 C
Bhubaneswar

ସୂର୍ଯ୍ୟ ଓ ମଙ୍ଗଳ ଏକାଠି ଯୋଗୁଁ ହେବ ଶକ୍ତିଶାଳୀ ଷଡାଷ୍ଟକ ଯୋଗ ; ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ସବୁ ଚିନ୍ତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ ଦ୍ୱାରା ଶୁଭ ଓ ଖାସ୍‌ ଯୋଗ ସୃଷ୍ଟି ହୋଇଥାଏ । ଏହାସହ କିଛି ଗ୍ରହ ପରସ୍ପର ସହ ଏକାଠି ହେବା ଦ୍ୱାରା ସୃଷ୍ଟି ହେଉଥିବା ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଜ୍ୟୋତିଷ ଗଣନା ଅନୁସାରେ ୭ ଫେବୃଆରୀରେ ସୂର୍ଯ୍ୟ ଓ ମଙ୍ଗଳ ଏକାଠି ହେବା ଦ୍ୱାରା ଷଡାଷ୍ଟକ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ ଫଳରେ କେଉଁ କେଉଁ ରାଶି ଭାଗ୍ୟଶାଳୀ ହେବେ ଜାଣନ୍ତୁ..

ମେଷ- ସୂର୍ଯ୍ୟ-ମଙ୍ଗଳ ଏକାଠି ହେବା ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ଶୁଭଙ୍କର । ଏହାର ପ୍ରଭାବରେ କାର୍ଯ୍ୟରେ ଅନେକ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଧନ ଲାଭର ଯୋଗ ରହିଛି । ବିଦେଶ ଯାତ୍ରାର ଯୋଗ ରହିଛି । ହଠାତ୍‌ ଧନ ପ୍ରାପ୍ତି ମଧ୍ୟ ହେବ ।

- Advertisement -

ସିଂହ- ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ଓ ଲାଭକାରୀ । ବ୍ୟବସାୟରେ ବଡ ଧରଣର ଲାଭ ହେବ । ବଡ ଯୋଜନା ସଫଳ ହେବ । ଫଳରେ ଜବରଦସ୍ତ ଲାଭ ମିଳିବ । ଆମଦାନୀର ସ୍ରୋତ ବଢିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଆର୍ଥିକ ସ୍ଥିତି ବେଶ ମଜଭୁତ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ।

ଧନୁ- ଏହି ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍‌ ହେବେ । ଆମଦାନୀରେ ବୃଦ୍ଧି ହେବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ଅନେକ କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ଶୁଭ ଖବର ମିଳିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ ।

ଜୀବନରେ ଏସବୁ ସମସ୍ୟା ସହ ଏହି ସଙ୍କେତ ମିଳିଲେ ଜାଣନ୍ତୁ ରାହୁଙ୍କର ରହିଛି ଅଶୁଭ ପ୍ରଭାବ; ଏମିତି ଚୁଟ୍‌କିରେ କରନ୍ତୁ ସମାଧାନ…

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories