ତ୍ୱଚାର ସୌନ୍ଦର୍ଯ୍ୟ କିଛି ବର୍ଷ ପରେ କମ୍‌ ହୋଇଯିବ; ଜାଣନ୍ତୁ କାହିଁକି ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏମିତି କହିଲେ ଅମିତାଭ..

ମୁମ୍ବାଇ : ୧୯୯୪ରେ ମିସ୍‌ ୱାଲ୍ଡର ମୁକୁଟ ନିଜ ନାମରେ କରିଥିବା ବଲିଉଡ୍‌ ଅଭିନେତ୍ରୀ ତଥା ବଚ୍ଚନ ପରିବାରଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କୁ ଦୁନିଆର ସବୁଠାରୁ ସୁନ୍ଦର ମହିଳାଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ । ସେ ୨୦୦୭ରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ । ଏହାସହ ୨୦୧୧ରେ ଆରାଧ୍ୟାଙ୍କ ମାଆ ହୋଇଥିଲେ। ନିକଟରେ ଅମିତାଭଙ୍କ ଲୋକପ୍ରିୟ ଶୋ’ କେବିସି ୧୬ରେ ଜଣେ ଶିଶୁ ଅମିତାଭଙ୍କୁ ଐଶ୍ୱର୍ଯ୍ୟାଙ୍କ ସୁନ୍ଦରତାର … Continue reading ତ୍ୱଚାର ସୌନ୍ଦର୍ଯ୍ୟ କିଛି ବର୍ଷ ପରେ କମ୍‌ ହୋଇଯିବ; ଜାଣନ୍ତୁ କାହିଁକି ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏମିତି କହିଲେ ଅମିତାଭ..