ବରଯାତ୍ରୀ ବସ ଦୁର୍ଘଟଣା

ଦିଗପହଣ୍ଡି: ରାସ୍ତାକଡ଼କୁ ବସ ମାଡ଼ିଯିବାରୁ ୭ଜଣ ଆହତ ହୋଇଛି। ତପ୍ତପାଣି ଘାଟି ଆଶ୍ରମ ସ୍କୁଲ ନିକଟ ରାସ୍ତାରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଚାନ୍ଦିପୁଟରୁ ଭୋଜି ଖାଇ ବ୍ରହ୍ମପୁର ଫେରିବାବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Comments are closed.