www.samajalive.in
Monday, December 15, 2025
17.1 C
Bhubaneswar

ସତ୍ୟବ୍ରତ ଭୋଇ ହେଲେ ଉତ୍ତରାଞ୍ଚଳ ନୂଆ ଡିଆଇଜି

ସମ୍ବଲପୁର: ଆଜି ଉତ୍ତରାଞ୍ଚଳ ଡିଆଇଜି ଭାବେ ସତ୍ୟବ୍ରତ ଭୋଇ ଯୋଗ ଦେଇଛନ୍ତି । ପୂର୍ବରୁ ସେ ଭୁବନେଶ୍ବର କମିଶନରେଟ୍ ପୁଲିସରେ ଡିସିପି ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ପଦୋନ୍ନତି ହୋଇ ଉତ୍ତରାଞ୍ଚଳ ଡିଆଇଜି ହୋଇଛନ୍ତି ସତ୍ୟବ୍ରତ ଭୋଇ । ମାଓ ଦମନ ଏବଂ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ଵ ଦେବେ ବୋଲି ଉତ୍ତରାଞ୍ଚଳ ଡିଆଇଜି ହେବା ପରେ ସତ୍ୟବ୍ରତ ଭୋଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories