www.samajalive.in
Saturday, December 6, 2025
14.1 C
Bhubaneswar

ସକାଳୁ ଉଠି ପାପୁଲି ଦର୍ଶନ କରିବାର ଲାଭ

ଜ୍ୟୋତିଷ ଶାସ୍ତ୍ରରେ ହିନ୍ଦୁମାନଙ୍କର ଅନେକ ବିଧି ବା ନୀତି ନିୟମ ରହିଛି। ଏହାକୁ ବିଧି ପୂର୍ବକ ମାନି ଚଳିବା ଦ୍ବାରା ଜୀବନରୁ ଅନେକ ସମସ୍ୟା ଦୂର ହୋଇଥାଏ। ଏହାସହ ଜୀବନ ସୁଖମୟ ମଧ୍ୟ ହୋଇଥାଏ। ସେହିପରି ଏକ ବିଧି ହେଉଛି ସକାଳୁ ଉଠି ନିଜ ହାତର ପାପୁଲିକୁ ଦେଖିବା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସକାଳୁ ଉଠି ହାତ ପାପୁଲି ଦେଖିବା ଦ୍ବାରା ଭାଗ୍ୟ ମଜବୁତ୍ ହୋଇଥାଏ। ଆପଣ ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ମିଳିବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୁଏ। ଏଥିସହା ଆପଣଙ୍କ ଶରୀରରେ ସକରାତ୍ମକ ଭାବନା ଓ ଶକ୍ତି ମଧ୍ୟ ଉତ୍ପନ୍ନ ହୋଇଥାଏ।

- Advertisement -

ଶାସ୍ତ୍ରରେ କୁହାଯାଇଛି ଯେ, ହାତ ପାପୁଲିର ଅଗ୍ରଭାଗରେ ମା’ଲକ୍ଷ୍ମୀ, ମଝିରେ ମା’ସରସ୍ୱତୀ ଓ ଶେଷରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଅବସ୍ଥାନ କରିଥାଆନ୍ତି। ତେଣୁ ସକାଳୁ ଉଠି ହାତ ପାପୁଲିର ଦର୍ଶନ କରିବା ଅର୍ଥ ଦେବୀ ଦେବତାଙ୍କ ଦର୍ଶନ କରିବା ସହିତ ସମାନ। ସେହିପରି ସକାଳୁ ହାତ ପାପୁଲି ଦର୍ଶନ କଲେ ତୀର୍ଥ ଯାତ୍ରାର ସୁଯୋଗ ମଧ୍ୟ ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories