www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ୨ ଫୁଟର ଘରେ ବାଲକୋନି, ଛାତ, କବାଟ, ଝରକା ରହିଛି ସବୁକିଛି..

ନୂଆଦିଲ୍ଲୀ : ଘର ତିଆରି କରିବା ପାଇଁ ଜଣେ ଯନ୍ତ୍ରୀ ନିଜର ଚତୁର ବୁଦ୍ଧିର କମାଲ୍‌ ଦେଖାଇଛନ୍ତି । ଖୁବ୍‌ କମ୍‌ ଜାଗାରେ ଆକର୍ଷଣୀୟ ଘର ତିଆରି କରିଛନ୍ତି । ଯାହାକୁ ଦେଖି ସଭିଏଁ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି । ଖୁବ୍‌ କମ୍‌ ଜାଗାରେ ଏତେ ବଡ ଘର କେମିତି ହେଲା ବୋଲି କାବା ହୋଇଛନ୍ତି । ସାଧାରଣତଃ ଘର ତିଆରି କରିବା ପାଇଁ ଅଧିକ ଭୂମିର ଆବଶ୍ୟକତା ରହିଥାଏ । ଯନ୍ତ୍ରୀ ଜଣକ ନିଜ ବୁଦ୍ଧି ବଳରେ ଏମିତି ଏକ ଘର ତିଆରି କରିଛନ୍ତି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱଭାବିକ।

ଚିନି ସେବନ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ?


ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ, ଘରର ଚଉଡା ମାତ୍ର ଦେଢରୁ ୨ ଫୁଟ୍‌ । ମାତ୍ର ଲମ୍ବରେ ୫୦ ଫୁଟରୁ ଅଧିକ ସ୍ଥାନରେ ବିସ୍ତାରିତ ହୋଇ ରହିଛି । ଭିଡିଓ କୁହାଯାଇଛି, ଘରର କୋଣ ଅଂଶ ସଂକୀର୍ଣ୍ଣ ମାତ୍ର ଘରେ ଆଗକୁ ଆଗକୁ ଯିବା ମାତ୍ରେ ଘରର ଚଉଡା ଅଧିକ ରହିଛି । ଘରର ଶେଷ ଆଡକୁ ଖୋଲୁଥିବା ସଟର୍‌ ରୁ ଦେଖାଯାଉଥିବା ଅଂଶ ଦୋକାନ ଭଳି ଲାଗୁଛି।

- Advertisement -


ଏହି କିଛି ସମୟର ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଭିଡିଓଟିକୁ ଲୋକେ ୫ କୋଟିରୁ ଅଧିକ ଥର ଦେଖି ସାରିଲେଣି । ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି ।

୨୪ ଅଗଷ୍ଟରେ ଏକାଠି ହେବେ ଶୁକ୍ର-କେତୁ ; ଏହି ରାଶି ହେବେ ଭାଗ୍ୟଶାଳୀ..

ମୋବାଇଲର ବ୍ୟବହାର କ’ଣ? ପିଲାଟି ଲେଖିଲା ପ୍ରଶ୍ନର ଏମିତି ଉତ୍ତର, ଥରେ ନୁହେଁ ବାରମ୍ବାର ପଢିବେ..

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories