୨୪ ଅଗଷ୍ଟରେ ଏକାଠି ହେବେ ଶୁକ୍ର-କେତୁ ; ଏହି ରାଶି ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହଙ୍କୁ ଧନ, ବୈଭବ, ସୁଖ-ସମୃଦ୍ଧିର କାରକ ବୋଲି କୁହାଯାଏ । ପ୍ରତ୍ୟେକ ଗ୍ରହ ନିଜର ନିଶ୍ଚିତ ସମୟ ସୀମା ମଧ୍ୟରେ ଚଳନ କରି ଥାଆନ୍ତି । ଏହାର ପ୍ରଭାବ ସମସ୍ତ ୧୨ ରାଶିରେ ପଡିବ । ୨୪ ଅଗଷ୍ଟରେ ଶୁକ୍ର ଗ୍ରହ କନ୍ୟା ରାଶିରେ ପ୍ରବେଶ କରିବେ । ଏଠାରେ ପୂର୍ବରୁ କେତୁ ଗ୍ରହ ବିରାଜମାନ ରହିଛନ୍ତି । କେତୁ ଶୁକ୍ରଙ୍କ ସହ ଏକାଠି ହେବା ଦ୍ୱାରା କିଛି ରାଶି ବ୍ୟକ୍ତି … Continue reading ୨୪ ଅଗଷ୍ଟରେ ଏକାଠି ହେବେ ଶୁକ୍ର-କେତୁ ; ଏହି ରାଶି ହେବେ ଭାଗ୍ୟଶାଳୀ..