ଖୋର୍ଦ୍ଧା : ବେଗୁନିଆ ଥାନା କୋଦବେରେଣୀ ଗ୍ରାମର ଏକ ବୁଦା ମୂଳରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନାବାଳକ ଜଣକ ଗତ ୫ଦିନ ଧରି ନିଖୋଜ ଥିଲେ। ନାବାଳକର ମୃତଦେହ ମିଳିବା ପରେ କେହି ତାଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ତେବେ ଅଭିଯୁକ୍ତଙ୍କ ଗିରଫ ଦାବିରେ ସୋମବାର ଦିନ ବାଘମାରୀ-କଣ୍ଟିଲୋ ମୁଖ୍ୟ ରାସ୍ତାକୁ ଗ୍ରାମବାସୀମାନେ ଅବରୋଧ କରିଛନ୍ତି।
Popular Categories



