www.samajalive.in
Tuesday, December 9, 2025
23.1 C
Bhubaneswar

ଦନ୍ତାହାତୀର ମୃତଦେହ ଠାବ

କଟକ : କଟକ ଜିଲା ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଜଳରେ ପୁଣି ଆଉ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଥିବା ଶନିବାର ଜଣାପଡ଼ିଛି। ରାଜବଲ୍ଲଭପୁର ରିଜର୍ଭ ବନ ଘୁମାଘାସୁଆ ପାହାଡ ନିକଟରେ ହାତୀଟିର ମୃତଦେହ ପଡ଼ିରହିଛି। ୨ ଦିନ ହେବ ମୃତଦେହ ପଡ଼ି ରହିଥିଲେ ମଧ୍ୟ ବନ ବିଭାଗ ନିକଟରେ ଏନେଇ କୌଣସି ଖବର ନଥିବା ଜଣାପଡ଼ିଛି। ଦନ୍ତାହାତୀଟିର ମୃତ୍ୟୁ ୨ ଦିନ ତଳେ ହୋଇଛି ବୋଲି ସନ୍ଦେହ କରାଯାଉଛି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories