ମହଙ୍ଗା ଭତ୍ତା ୨ % ବଢ଼ିଲା
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ରୁ ୭%କୁ ବୃଦ୍ଧି କରିଛନ୍ତି। ଗତ ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା କାର୍ଯ୍ୟକାରୀ ହେବ। ସେହିପରି ପେନ୍ସନ୍ ଭୋଗୀଙ୍କ ପାଇଁ ୨% ଟିଆଇ ବଢ଼ିଛି।