ବାତ୍ୟା ମୁକାବିଲା-କେନ୍ଦ୍ର ରାଜ୍ୟ ବୈଠକ
ବାତ୍ୟା ଅସାନି ମୁକାବିଲା ନେଇ କେନ୍ଦ୍ର-ରାଜ୍ୟ ସମନ୍ବୟ ବୈଠକ। କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲାଙ୍କ ଅଧ୍ୟକ୍ଷତାରେ ସମନ୍ବୟ ବୈଠକ। ମୁଖ୍ୟ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ବୈଠକରେ ସାମିଲ। ଭାରତୀୟ ପାଣିପାଗ ବିଭାଗ ତଥ୍ୟ ଅନୁସାରେ ରାଜ୍ୟ ପୁରା ପ୍ରସ୍ତୁତ ଥିବା ଜଣାଇଲେ ମୁଖ୍ୟ ସଚିବ। କୋରାପୁଟ, ମାଲକାନଗିରି, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଜିଲାକୁ ହାଇ ଆଲର୍ଟ ଜାରି କରାଯାଇଛି। ଉପୂକଳ ଜିଲାଗୁଡ଼ିକୁ ବି ଆଲର୍ଟ କରାଯାଇଥିବା ଜଣାଇଲେ ମୁଖ୍ୟ ସଚିବ।
Comments are closed.