www.samajalive.in
Wednesday, December 10, 2025
18.1 C
Bhubaneswar

ମୁଣ୍ଡଳୀରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: କଟକ ସ୍ଥିତି ମୁଣ୍ଡଳୀରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକ ଏକ ଡ଼ଙ୍ଗା ସାହାଯ୍ୟରେ ନଦୀରେ ମାଛ ମାରିବାକୁ ଯାଇଥିବା ବେଳେ ମୃତଦେହକୁ ଦେଖିଥିଲେ। ଏହା ପରେ ମୃତଦେହକୁ ନଦୀପଠାକୁ ଆଣିଥିଲେ। ୨୮ ତାରିଖ ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ଗଁଅଦିଆ ଅଂଚଳର ପୀତବାସ ରାଉତଙ୍କ ପୁଅ ତାରିଣୀ ପ୍ରସାଦ ରାଉତ ବୟସ (୩୪)ମୁଣ୍ଡଳୀ ବ୍ୟାରେଜରେ ନିଜର ଗାଡି ରଖି ମହାନଦୀକୁ ଡେଇଁ ନିଖୋଜ ଥିବା ସନ୍ଦେହ କରାଯାଉଥିଲା । ଏହି ଘଟଣାକୁ ନେଇ ବାରଙ୍ଗ ଥାନା ଓ ଅଗ୍ନିଶମ ବାହିନୀ ପହଂଚି ମୁଣ୍ଡଳୀ ବ୍ୟାରେଜରେରେ ଖୋଜାଖୋଜି ଆରମ୍ଭ କରିଥିଲେ । ଆଜି ମୃତଦେହ ଠାବ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଘଟଣାର ତଦନ୍ତ ଜାରି ରହିଛି।

ଦେଖନ୍ତୁ ଭିଡିଓ; ‘ମାର ମତେ ମାର, ଚାପୁଡା ମାର’, ବୋର୍ଡରେ ଲେଖି ମାଡ ଖାଇଲେ ଯୁବତୀ, ତା’ପରେ କଲେ ଏମିତି..

ଦୀପାବଳି ପରେ ସିଧାଚଳନ କରିବେ ଶନି; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଚମକିବ ଭାଗ୍ୟ..

- Advertisement -

ପୁଣି ସଲମାନ୍‌ଙ୍କୁ ହତ୍ୟା ଧମକ; ୨ କୋଟି ଟଙ୍କା ନଦେଲେ ମାରି ଦେବୁ କହିଲେ..

 

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories