www.samajalive.in
Friday, December 5, 2025
17.1 C
Bhubaneswar

କଟକରେ ପୁଲିସ ପରିଚୟ ଦେଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

କଟକ : କଟକରେ ଶୁକ୍ରବାର ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି। ଗୋଟିଏ ଦିନରେ ୨ ଜଣ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପୃଥକ ପୃଥକ ଭାବେ ଓଏମପି ଛକ ଓ ପିଠାପୁରରେ ବ୍ୟବସାୟୀଙ୍କ ନିକଟରୁ ଏହି ଲୁଟ୍ ହୋଇଛି। ଓଏମପି ଛକରେ ପୁଲିସ ପରିଚୟ ଦେଇ ୨.୭୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ।

ଆସୁଛି କାଳବୈଶାଖୀ ; ତାତିରୁ ମିଳିବ ମୁକ୍ତି ! କମିବ ତାପମାତ୍ରା..

- Advertisement -

ପିଠାପୁରରେ ବଙ୍ଗୀୟ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ୍ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର ; ୪୩ ପାର୍ ତାପମାତ୍ରା

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories