ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତ ୧,୮୩୭ ; ନୂଆ ସଂକ୍ରମିତ ୨୧୮
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୨୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ପଜିଟିଭ ୨୧୮ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୯, ସ୍ଥାନୀୟ ୮୯। ମୋଟ ପଜିଟିଭ ୩,୪୦,୬୨୦କୁ ବୃଦ୍ଧି ପାଇଛି। ୩,୩୬, ୮୦୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୮୩୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 29th March
New Positive Cases: 218
In quarantine: 129
Local contacts: 89(Details of local contacts will be shared by concerned District Administration)
District Wise Cases:
1. Angul: 12
2. Balasore: 6
3. Bargarh: 34
4. Bhadrak: 1
5. Balangir: 9— I & PR Department, Odisha (@IPR_Odisha) March 30, 2021
23. Sonepur: 1
24. Sundargarh: 26
25. State Pool: 6New recoveries: 118
Cumulative tested: 9023098
Positive: 340620
Recovered: 336809
Active cases: 1837— I & PR Department, Odisha (@IPR_Odisha) March 30, 2021
୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବରଗଡରୁ ସର୍ବାଧିକ ୩୪ । ନୂଆପଡାରୁ ୨୯, ସୁନ୍ଦରଗଡ ୨୬, ଖୋର୍ଦ୍ଧା ୨୫,କଟକ ୧୬,କଳାହାଣ୍ଡି ୧୩, ଅନୁଗୁଳରୁ ୧୨, ବାଲେଶ୍ୱର ୬, ବଲାଙ୍ଗୀର ୯, ନବରଙ୍ଗପୁର ୬, ଯାଜପୁର ୪, ଗଞ୍ଜାମ ୬, ମୟୁରଭଞ୍ଜ ୫, ଜଗତସିଂହପୁର ୩, ନୟାଗଡ ୩, ଢେଙ୍କାନାଳ ୩, ଝାରସୁଗୁଡା ୧,କନ୍ଧମାଳ ୧, କେନ୍ଦୁଝର ୨, ପୁରୀ ୨, ରାୟଗଡା ୩, ସମ୍ବଲପୁର ୧, ସୋନପୁର ୧, ଭଦ୍ରକ ୧, ଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Comments are closed.