ପାକିସ୍ତାନରେ ଆତଙ୍କି ହମଲା, ୧୩ ମୃତ

ଇସଲାମାବାଦ: ପାକିସ୍ତାନ ଗ୍ବାଦରରେ ଚୀନର ଏକ କନଭୟେ ଉପରେ ଆତଙ୍କୀ ହମଲା ହୋଇଛି। ୨୩ ଚିନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା କନଭୟେ ଗାଡ଼ି ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣରେ ୪ ଚୀନ ନାଗରିକ ଓ ପାକ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ଆକ୍ରମଣ ନେଇ ବେଲୋଚିସ୍ତାନ ଲିବରେସନ ଆର୍ମି ନିଜକୁ ଦାୟି କରିଛି। ଅପରପକ୍ଷରେ ଏହି ଆକ୍ରମଣ ସମୟରେ ୨ଜଣ ଆତଙ୍କବାଦୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.